STORYMIRROR

Prafulla Chandra padhi

Others

2  

Prafulla Chandra padhi

Others

ଜୀବନ

ଜୀବନ

1 min
461

ସେ ହସ ନିଆଁ ପରି ଜଳେ

ଛାତି ତଳେ

ଟିକେ ବି ମଳି ନାଇଁ

ଖୋଜିବାର ଅଛି ତ

ଜୀବନ _

ଏଠିକୁ ଆସ_

ଖୋଜିବା ମାଟିର

ସପନକୁ ।


Rate this content
Log in