STORYMIRROR

Kalpana Jena

Others

2  

Kalpana Jena

Others

ଜୀବନ ସାଥୀ

ଜୀବନ ସାଥୀ

1 min
274



ପତିତା ପାଵନୀ ପ୍ରେୟସୀ ଯେ ମୁହିଁ

ପ୍ରେମର ପ୍ଲାବିତା ନଈ

ପ୍ରକୃତି ପ୍ରଣୟ ପୁରୁଷ ଗୋ ତୁମେ

ପୀୟୂଷ ଧାରା ମୋ ପାଇଁ ।।(୧)

ଜୀବନ ଅଟଇ ହର୍ଷ ଖେଦ ଭରା

କେବେ ପୂର୍ଣ କେବେ ଶୂନ୍ୟ

ତୁମେ ଥିଲେ ସାଥେ ଅମାବାସ୍ୟା ଲାଗେ

ପୂର୍ଣିମା ରୂପେଲି ଜହ୍ନ ।।(୨)

ନିରାଶା ମନରେ ତୁମେ ମୋର ଆଶା

ତିମିରେ ଆଲୋକ ଦ୍ୟୁତି

ଜୀବନ ସଙ୍ଘର୍ଷେ ତୁମେ ସବୁବେଳେ

ହୋଇଥାଅ ମୋର ସାଥୀ ।।(୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍