STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ଜୀବନ ର କବିତା

ଜୀବନ ର କବିତା

1 min
135

ଘାଟି ପରି ଜୀବନ

ଯେତେ ହେଲେ ମଧ୍ୟ ଆହୁରି ଦରକାର

କାନ ଫୁଲର ମରାମତି

ପାଉଁଜି କୁ ଭଉଁରି

ଛାତ ଫାଟି ଆଁ ॥

ବୁଜିବାକୁ ହେବ ମୂଷା ଗାତ

ଲୋଡା ଚୁଲିକୁ ଜାଳ

ଛପର ହେବ ଚାଳ ॥

ଗୋଟେ ଜନ୍ମରେ ସଂଭବ ନୁହେଁ

ପୂରଣ ହେବା

ମଣିଷର ଆଶା ॥



Rate this content
Log in