STORYMIRROR

Pradip Kumar Sahu

Others

3  

Pradip Kumar Sahu

Others

ଜୀବନ ପ୍ରେମ

ଜୀବନ ପ୍ରେମ

1 min
145


ସୃଷ୍ଟି ଆରମ୍ଭଠୁ ପବିତ୍ର ବନ୍ଧନ

ପ୍ରେମ ଜୀବନ ଆଦୃତ,

ପ୍ରେମ ବିହୁନରେ ଜଗତ ଅନ୍ଧାର

ବାସ୍ତବରେ ଏହା ସତ l

ସଭିଙ୍କ ହୃଦୟ ସ୍ନେହ ଭରାପୂର୍ଣ୍ଣ

ପିତା ମାତା ଗୁରୁଜନ,

ପ୍ରେମ ହିଁ ଜୀବନ ଚିର ସ୍ଥାୟୀ ମନ୍ତ୍ର

ପ୍ରେମ ହୁଏ ଭଗବାନ l

ଭାଇ ଭଗ୍ନୀ ଦାରା ସନ୍ତାନ ସନ୍ତତି

ସବୁରି ମୂଳରେ ପ୍ରେମ,

ଦୁଲ୍ଲଭଃ ଜୀବନ ପ୍ରେମଭରା ପୂର୍ଣ୍ଣ

ଅମୃତ ଅଟଇ ସମ l

ଅଗ୍ନି ଯେମନ୍ତେ ଘୃତକୁ ଦହନ

ଆପେ ଆପେ କରିଥାଏ,

ପ୍ରେମ ଅନୁରାଗୀ ବିଶ୍ୱକୁ ବନ୍ଧନ

ପ୍ରେମର ପ୍ରେରଣା ଦିଏ l



ପ୍ରଦୀପ କୁମାର ସାହୁ

ସହକାରୀ ଶିକ୍ଷକ,

ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରା l

ସା /ପୋଷ୍ଟ -ସରସରା l

ଜିଲ୍ଲା -ବୌଦ୍ଧ l

ମୋବାଇଲ ନଂ -8658109371

ତା -08/04/2019

ସମୟ -2.08P.M


Rate this content
Log in