ହୃଦୟ ଯନ୍ତ୍ରଣା
ହୃଦୟ ଯନ୍ତ୍ରଣା
1 min
228
ଶରୀର ଆଘାତ ହୋଇଗଲେ ସିନା
ଔଷଧ ଦେବ ଲଗାଇ,
ହୃଦୟ ଯନ୍ତ୍ରଣା ବଡ଼ ଦାରୁଣଟି
କା ଆଗେ କହିବି ମୁହିଁ ।
ଯାହାକୁ ମୋହର କରେ ଆପଣାର
ସେ କି ବୁଝିବ ମୋ ବ୍ୟଥା,
ରକ୍ତ ଚନ୍ଦନରେ ହେବ ଶୀଥିଳତା
କହିବି ତା ଆଗେ କଥା ।
ସବୁ ଜାଣି କରି ନ ଜାଣିଲା ପରି
କରାନ୍ତି ଜଗତ ନାଥ,
ତାଙ୍କରି ଆଶିଷ ନ ହେଲେ ମୋପାଇଁ
ଜୀବନ ଯନ୍ତ୍ରଣା ପଥ ।
ପ୍ରଦୀପ କୁମାର ସାହୁ
ଶିକ୍ଷକ, ସରସରା,ଜିଲ୍ଲା -ବୌଦ୍ଧ
ତା -12/04/2019
ସମୟ -12.54P.M
