ଜଗନ୍ମାଥଙ୍କର ଲିଳାମୃତ
ଜଗନ୍ମାଥଙ୍କର ଲିଳାମୃତ
1 min
6.7K
ଜଗନ୍ମାଥଙ୍କର ଲିଳାମୃତ
ଅଦୃଶ୍ୟ ହାତରେ ନିଏ ସେ ନଡିଆ
ଦୃଶ୍ୟ ହାତରେ ଦିଏ ମହାପ୍ରସାଦ
ଅଦୃଶ୍ୟ ଗୋଡରେ ଚାଲେ ମାଲୁଣି
ପଛେ ପଛେ ଶୁଣିବା ପାଇଁ ଗୀତଗୋବିନ୍ଦ ।
ଅଦୃଶ୍ୟ ଗୋଡରେ ଭକ୍ତର ପଛେ ପଛେ
ବାଲିରେ ଚାଲି ଚାଲି ଆସି
ସାକ୍ଷି ଦବା ପାଇଁ ନାମ ବହିଛନ୍ତି ସାକ୍ଷି ଗୋପିନାଥ ।
ସବୁ ଦେଖୁଥାଏ ତା ଚକାନୟନରେ
ହେଲେ କହେନି କାହାର ହାନି ବା ଲାଭ
ଜୀବର ଜୀବନ କାଳରେ ହିସାବ କରଇ
କରିଅଛି କେତେ ପାପ ବା ପୂର୍ଣ୍ଣ୍ୟ ।
ଭାଗ ବାଣ୍ଟି ଜୀବର ଭାଗ୍ୟରେ ଦିଅନ୍ତି
ସୁଖ ଦୁଖ ଆଉ ଆନନ୍ଦ କଷ୍ଟ
କେହି ଜାଣନ୍ତିନି କାଳିଆର ଲିଳା
ନୀଳକନ୍ଦରରେ ଥାଇ ଜାଣେ ସେ ସର୍ବ
ସଭିୟଙ୍କ ପାଇଁ ସେ ଦାରୁ ମୁରତି
ଭକ୍ତଙ୍କ ପାଇଁ ସିଏ ଜଗତନ୍ନାଥ ।