ଇଚ୍ଛା
ଇଚ୍ଛା
1 min
434
କେତେ ସବୁ ଆୟୋଜନ ଥିଲା ମୋର
ପାଣିକୁ ତିନ୍ତେଇ ବାର
ଫୁଲକୁ ଫୁଟେଇବାର ଥିଲା
ଗୀତକୁ ନିଆଁ କରିବାର
ପାଦକୁ ପାଦ ମିଳେଇ
ଚାଲିବାର ॥
_______________
**ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା
ମୋ_୮୯୧୭୩୨୪୫୨୫
