STORYMIRROR
ଗୀତି ମୟ
ଗୀତି ମୟ
ଗୀତି ମୟ
ଗୀତି ମୟ
ବଦଳି ଯାଏ ସମୟ
ଓ ଘଟଣା
ଟିକିଏ ହସରେ ॥
ଶତ୍ରୁ ମିତ୍ର ହେବାର
ନଜିର଼ ଅଛି
ଚିମୁଟାଏ ହସରେ ।
ଜୀବନକୁ ବଦଳାଏ ॥
ବିଷାଦର କଳାମେଘ
ଘୁଞ୍ଚି ଯାଏ ॥
ବିଜୁଳି ପରି ମନ ଆକାଶରେ
ଇନ୍ଦ୍ରଧନୁ ପରି
ଖିଏ ହସ ॥
ହସ ପରକୁ ବି
ଆପଣାର କରେ
ଜୀବନକୁ ଜହ୍ନରାତି
କରେ ॥
More oriya poem from Prafulla Chandra padhi
Download StoryMirror App