STORYMIRROR

Sarmistha Bhuyan

Others

3  

Sarmistha Bhuyan

Others

ଗୋଟିଏ ଜୀଵନ

ଗୋଟିଏ ଜୀଵନ

1 min
262

ଗୋଟିଏ  ଜୀଵନ 

ଅସରନ୍ତି ସ୍ୱପ୍ନ 

ଆଶା ଅସୁମାରୀ 

ଅମାନିଆ ମନ 

ଖିଆଲେ ଖିଆଲେ 

ପ୍ରୀତିର ସଂଧାନେ 

ଜୀବନେ ପାଇଲି 

ମୋଡ଼ ଭିନ୍ନ ଭିନ୍ନ 

କିନ୍ତୁ ଏକି ହେଲା 

କେମିତି ବନ୍ଧନ 

ସ୍ଥିତି ଖୋଜୁ ଖୋଜୁ 

ହେଲି ସନ୍ଦିହାନ 

ଅସରାଏ ବର୍ଷା 

ଚଗଲା ପବନ 

ନୂଆର ପରଶେ 

କାଳେ ଲିଭି ଯିବ 

ସ୍ମୃତି ପଦଚିହ୍ନ 

ତଥାପି ମାନୁଛି 

ଆତ୍ମାର ଆହ୍ୱାନ 

ବିଶ୍ୱାସେ ସମ୍ପର୍କ 

ଏଇତ ଜୀବନ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍