ଏସୁର୍ ଉତ୍ରେନ୍ ପେନ୍
ଏସୁର୍ ଉତ୍ରେନ୍ ପେନ୍
1 min
13.4K
ଆଷାଢ଼୍ ଗଲା ଶରାବନ୍ ଗଲା
ଭୋଦୋ ବି ଗଲା
ଧାନ୍ କପା କ୍ଷେତେ ଲସ୍ ଲସି ଆଏଲା ।
ପୂର୍ ବା ପେନ୍ ପୁରେଇ ଦେଲା ଡୋଲିଭଟା
ଉତ୍ ରା ପେନ୍ ଉତ୍ ରେଇ
ଆନ୍ ଲା ବଂଧ୍ କଟା ।
'ଡାଏ' ଝରିଆ ପେନ୍ କେ
ଆଖିର୍ ପୁତ୍ କା ଡ଼ଣେଇ କୋତ୍ ରି
ଖୋକ୍ ସି ତୁରୁ ବଏଁରି
ସମୁଦର୍ କେ ଯିମି ଅମର୍ ହେମି ବଲି
ତଲ୍ କେ ଉତର୍ ଲା
ତିନ୍ ବଛର୍ ପରିଥିଲା ଖେକ୍ ଡାଖିଆ
ଓଲ୍ ଧୁଆଁ ଭର୍ ତି ବୋଉଁଶ୍ ପେଲ୍ ନା
ଖର୍ ଚୋରୁଆ
ଏସୁ ପେନ୍ ଗାଧ୍ ଲା
ଘର୍ ଦୁଆର୍ ବିସର୍ ମାର୍ ଲା ।
ଡୋଲିର୍ ଝୁରି କେତେଧୁର୍
ତଲ୍ କେ ଉତର୍ ଲା କି
ଅଧାବାଟେ କାଏଁଟା ହେଲା ତାକେ ଜନା
ଲେଂଗ୍ ଟି ମାରୁ ବୁଢାଦଦା
କ୍ଷେତ୍ କେ ଲୁହୁଂଗ୍ ଟୁପୁର୍ ହେଲା
ପାଚ୍ ଲି ମୁଡି ଆଈବୁଢୀ
ମୁଲ୍ କି ମୁଲ୍ କି ହସ୍ ଲା ।
ଗଣପତି ବାଗ
