Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Sahoo

Others

4.0  

Sasmita Sahoo

Others

ଏହଃ!!ଜହ୍ନ !!

ଏହଃ!!ଜହ୍ନ !!

1 min
245


ଏହଃ ଜହ୍ନ !

ତୁମ ଉଷ୍ମତା ସିନା ପାଇ ପାରୁନି ,

ଦେଖି ପାରୁନି ତୁମ ସୌମ୍ୟତାକୁ ସବୁବେଳେ ।

ତୁମ ପାଖକୁ ଯିବାର ବଳ ନାହିଁ,

କି ମୋ ଭାଗ୍ୟରେ ବେଳ ନାହିଁ ।

ତଥାପି,

ତୁମେ ରହିବ ଆଉ ରହିଥିବ,

ଯେବେ ଯାଏଁ ଏଇ କାଳଚକ୍ର ଥିବ ।

ଏଇ ନୀଳକଇଁ ତୁମକୁ ଭାବୁଥିବ,

ତୁମକୁ,ମନ ଗହନର ନରମ କୋଣରେ ରଖି ।

ସାଇତି ରଖିଥିବ ତୁମର ସେଇ

ଭିଜା ଭିଜା ଜ୍ୟୋସ୍ନା ଭରା ସ୍ମୃତିକୁ ।

କାହିଁକି ନା,

ନୀଳକଇଁ ତୁମର.....

କେବଳ ତୁମର....

ଫୁଟେ କେବଳ ତୁମ ପାଇଁ ....



Rate this content
Log in