STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ଦର ମଲା

ଦର ମଲା

1 min
297

ଭୋକ ର ନିଆଁ ରେ ଜଳୁଥାଏ

ଦେହରେ,ପେଟରେ ॥

ହଜିଯିବାକୁ ,ହଜେଇ ଦେବାକୁ

ଇଛା ହୁଏ ॥

ଭୋକ ଫୁଟୁ ଥାଏ

ଫୁଲ ହେଇ _

ଜଳୁ ଥାଏ

ଜାଳି ଦେବା ପାଇଁ ॥

ନିଦ ହଜୁଥାଏ

ଭୋକ ପାଇଁ ॥

ମଲା ଆକାଶ ରୁ

ଖସୁଥାଏ

ଭୋକ ର ତାରା ସବୁ

ନିଶ୍ଚୁପ଼ !!!



Rate this content
Log in