STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ଧୂଆଁଳିଆ ଚିତ୍ର

ଧୂଆଁଳିଆ ଚିତ୍ର

1 min
204

ଏତେ ରଙ୍ଗୀନ

ଅଥଚ କେତେ ଧୂଆଁଳିଆ

ଚାଲିବା କଥା ବୋଲି ଚାଲିଚି ॥

କେତେ ଥର ବିକଳ ନ ହେଇଚୁ ଆମେ !

ଏଥି ପାଇଁ ତ ଘାଣ୍ଟି ବାକୁ ହେଉଚି ॥

ବିସ୍ମୟ ମୂଲକରେ ଆମେ ସବୁ

ବିସ୍ମିତ ଚରିତ୍ର !

ସମୟ ହିଁ ଆଣି ଦିଏ,ସଜାଇ ଦିଏ

ଚିତ୍ରିତ ଚିତ୍ର ॥

ଜହ୍ନରାତିର ଦେଖା କେତେ ଥର

ହଜି ଯାଇଚି ଜୀବନ ଯୁଦ୍ଧରେ

କେତେ ଫଗୁଣର ଛବି ହଜିଯାଇଚି

କବିତାର ଡାଏରୀରେ ॥



Rate this content
Log in