STORYMIRROR
ଚିତ୍ରିତ...
ଚିତ୍ରିତ ଚିତ୍ରଶାଳା
ଚିତ୍ରିତ ଚିତ୍ରଶାଳା
ଚିତ୍ରିତ ଚିତ୍ରଶାଳା
ଘୋର ସମୟ ସହ
ଯୁଝିବାକୁ ହୁଏ
ଘର କଲେ ॥
ଆହ୍ଲାଦିତ ମୁହୂର୍ତ୍ତ ସବୁର
ସମାହାର
ଘର ॥
ଜୀବନ ର ରଂଗ ସବୁ
ବିଛାଡି ହେଇ ଥାଏ
ଅତି ସରାଗରେ
ସେଇ ଚିତ୍ରିତ ଚିତ୍ରଶାଳାର
ନାଁ :ଘର ॥
More oriya poem from Prafulla Chandra padhi
Download StoryMirror App