STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ଛବିଳ ଛାଇ

ଛବିଳ ଛାଇ

1 min
260

ଅମ୍ଲଜାନ ମୁଖ୍ୟ କଥା

ଜୀବନ ନାଟିକା ଚାଲିବା ପାଇଁ

ଯାହା ମିଳେ ଗଛରୁ

ମୁଁ ଦିଏ ॥

ବର୍ଷା ପାଇଁ ମୋ ଭୂମିକା _

ପାଶୋରି ପାରିବେନି କେହି

ଯେତେ ସବୁ ଦରବର

ଯୋଗାଣ କରୁଛି ମୁ଼ହିଁ ॥

ମୁଁ ଗଛ _

ସୁଶୀତଳ ଛାଇର

ଆଶ୍ରୟ

ମୁଁ ଗଛ॥

ମୋର ତମ ସହ ସଂପର୍କ

ବହୁତ ପୁରୁଣା

ଇତିହାସ ଠୁ ବି

ମୁଁ ଗଛ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍