ବର୍ଷା
ବର୍ଷା


ବର୍ଷା ଆସେ ଏଇ ଧରଣୀ ବକ୍ଷରେ
ଶିିତଳତା ଦେବା ପାଇଁ
ସୂୂୂର୍ଯ୍ୟ ର ପ୍ରକୋପେ
ଉତ୍ତପ୍ତ ଦାଉ ରୁ
ମୁୁୁକ୍ତିି ଦେବା ପାଇଁ ।
ଆଁଁ କରିଥାଏ ମାଟି ଆକାଶକୁ
ଟୋପାଏ ପାଣି ପାଇଁ
ବର୍ଷା ସ୍ପର୍ଶ ପାଇ ଜୀବନ ତାହାରି
କେତେ ପୁଲକିତ ହେଇ ।
ଜଳ
ମଗ୍ନେ ପୁୁୁରିଉଠେ ନଈ ଓ ପୋଖରୀ
ମାଛ ଯେ କରନ୍ତି କ୍ରୀଡା
ଶିିିିତଳ ପରଶ ପାଇ ଲାଘବ ହୁଏ
ସକଳ ଜନ ପୀଡା ।
ହସି ଉଠେ ବସୁନ୍ଧରା ସବୁୁଜ ବନାନୀ
ଝର ଝର ଝରିଉଠେ ଝରଣା ର ନାଦ
ସାଗରେ ମିିିିିିଶିବା ଆଶେ
ମିିିଳନ ର ସ୍ପୁହା ଉଦବେଗ ମାନସ
ପ୍ରେମର ବାସ୍ନା ରେ ବାସେ ।
ଫୁୁୁଲ ଫୁୁୁଟିଯାଏ ଶାଖା ପ୍ରଶାଖା ରେ
ହସି ଉଠେ ବୃକ୍ଷ ରାଜି
ସବୁଜ ରଙ୍ଗରେ ପ୍ରକୃତି
ରାଣୀ ଯେ
ନବ
ବଧୂଟିଏ ସାଜି ।
ପଶୁପକ୍ଷୀ ନିତି ତୃୃଷ୍ଣା ମେଣ୍ଟାନ୍ତି
ବିିହରଇ ଆନନ୍ଦରେ
କୃୃୃୃଷକ ପରାଣ ହୁଏ ଉତଫଳିତ
ଗିିିତ ଗାଏ ମନୋହରେ ।
ସଂସାର ମଙ୍ଗଳେ ହୁଏ ଆଗମନ
ଧରା ପୃଷ୍ଠେ ଅବତରିି
ଜୀବନ ଦାତା ସେ ମୁକ୍ତିପଥ ସାଥୀ
ହୃୃୃୃଦୟ ଦେଇ ପ୍ରସାରୀ ।
ଅତି ବରଷାରେ ଧନ ଜନ ହାନି
ଗମନେ ଶୁଷ୍କ ଏ ମାଟି
ତାହାରି ପାଇଁ ସେ ଏ ସାରା ପୃଥିବୀ
ପାଇ ଥାଏ ଦିନେ ମୁକ୍ତି।