STORYMIRROR
ବିଶ୍ଳେଷଣ
ବିଶ୍ଳେଷଣ
ବିଶ୍ଳେଷଣ
ବିଶ୍ଳେଷଣ
ମୋ' ହୃଦୟରେ
ଖାଲି ଜାଗା ଦେଖି
ରହି ଗଲ ତମେ ଗୋପନରେ ,
ବାୟୁ ମଣ୍ଡଳରେ
ଶୂନ୍ୟ ସୃଷ୍ଟି ହେଲେ
ବଢ଼ି ଯାଏ ବେଗ ପବନରେ ।
ଗରଜେ ସାଗର
ଭାଙ୍ଗେ ବୃକ୍ଷ ଘର
ମନ ତଳୁ ଉଠେ ତାପ ,
ବୁଝି ମୁଁ ନଥିଲି
ଏବେ ବୁଝି ଗଲି
ପ୍ରେମ ମାନେ ଲଘୁଚାପ ।
More oriya poem from Santosh Kumar Ojha
Download StoryMirror App