Santosh Kumar Ojha
Others
ଔଷଧ ରୋଗୀ ପାଇଁ
ଯୋଗୀ ପାଇଁ ନୁହଁ
ଭୋଗୀ ପାଇଁ ନୁହଁ
ଭାଗୀ ପାଇଁ ନୁହଁ ।
ଭିକ, ଭିକାରି ର
ଭଗାରିର ନୁହଁ
ଦାନ ତ ଦରିଦ୍ରର
ଧନୀ ପାଇଁ ନୁହଁ ।
ସାଗରରେ ବୃଷ୍ଟି ହେଲେ
କିବା ଯାଏ ଟାଙ୍ଗର ଭୂଇଁର
ବନ୍ଧ୍ୟାର କିବା ଯାଏ
ପୁତ୍ର ହେଲେ ଗାନ୍ଧାରି ମାୟୀର ।
ଶୂନ୍ୟତାର ସ୍ବପ...
ମଣିଷ ଜୀବନ ନୁହ...
ବେଙ୍ଗ କହେ ବେଙ...
ସବୁ ଘଟଣା, ନୁହ...
ପୁଣି ଚଳନ୍ତି ଶ...
ଲୁଚିଛି ନା ଗୋଡ଼...
ନୂଆ ଆଶା
ଧନୁ ସଂକ୍ରାନ୍ତ...
ନବୀନ ପ୍ରଭାତ,ନ...
ଚିଲିକା