STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
163

ଖଣ୍ଡା ଧାରରେ ଚାଲିବା

ସେତେ କଷ୍ଟ ନୁହେଁ

ଯଦି ବିଶ୍ୱାସ ଥାଏ ପାଦକୁ,

ସର୍ପାଘାତରେ ମୃତ୍ୟୁ

ସେତେ ବେଶୀ ଡର ନୁହେଁ

ଯଦି ବିଶ୍ୱାସ ଥାଏ ଗଦକୁ

ଗୁଣିଆର ପଦକୁ ।


ବିଶ୍ୱାସରେ ବିଶ୍ୱ ଚାଲୁଚି ବୋଲିତ

ବରଷାକୁ ଭରସା କରି

ବୀଜ ବୁଣେ ଚାଷୀ,

ରଜୋବତୀ ରଜୁ ଯୋଖେ

ସମ୍ଭୋଗ, ପୀରତିରେ ଫଶି ।


ବିଶ୍ୱାସରେ ବିଷ ବି ତ

ଅମୃତ ପାଲଟେ

ବର୍ଷ, ମାସ, ଋତୁ ଚକ୍ର

ପଞ୍ଜିକା ଓଲଟେ ।



Rate this content
Log in