ବିଶ୍ଳେଷଣ
ବିଶ୍ଳେଷଣ
1 min
160
ଆକାଶରେ
ଭେଳା ଭେଳା ମେଘ
ଗୋଟେ ନିର୍ଦ୍ଦିଷ୍ଟ ମେଘ ସହ
ଯୋଡ଼ି ହେଇ ଯାଏ
ଆଉ ଏକ ନିର୍ଦ୍ଦିଷ୍ଟ ମେଘର
ବର୍ଷା ହୁଏ
ଫୁଲ ଫୁଟେ
ଶସ୍ୟ ଲୋଟେ
ଯେମିତି; ଜୀବନ ସହ
ଯୋଡ଼ି ହୋଇ ଯାଏ
ଆଉ ଏକ ଜୀବନ
ଆଉ ଏକ ଭାବର ।