Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
325


ଦର୍ପଣ ଓ ପ୍ରତିବିମ୍ବ ,

ଦୁଇଟି ସମାନ୍ତରାଳ ସରଳରେଖା

ଦୁଇଟି ସମ ମେରୁ ଚୁମ୍ବକ

ଦୁଇଟି ସମ ଚାପିୟ ଅର୍ଦ୍ଧ ଗୋଲକ

ଏମାନେ ଯୋଗର ଉର୍ଦ୍ଧ୍ବରେ

ଅନନ୍ତ କାଳ ଯାଏ

ଆକାଶ ଓ ପୃଥିବୀ ପରି 

ଖାଲି ମିଶିଯା'ନ୍ତି ଦୂର ଦିଗ୍ ବଳୟରେ

ସମ ତାଳରେ,ସମ ଲୟରେ

ସମ ଭାବରେ

ଏମାନଙ୍କ ଗତି,ପ୍ରୀତି,ସ୍ଥିତି

ଏବଂ ପ୍ରକୃତି ।



Rate this content
Log in