STORYMIRROR

Susanta Dash

Others

2  

Susanta Dash

Others

ବିଶ୍ୱାସ

ବିଶ୍ୱାସ

1 min
2.3K


ସବୁର ମୂଳ ପୋଛ ପରେ

କେଉଁଠି ନା କେଉଁଠି

ସମ୍ଭାବନା ନିଶ୍ଚେ ଥାଏ,

ଭାତ ହାଣ୍ଡିରୁ ସବୁ ସରିଗଲା ପରେ

କେଉଁଠି ନା କେଉଁଠି

କାଣିଚାଏ ଥିଲା ପରି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍