STORYMIRROR

Dr.Prativa manna

Others

3  

Dr.Prativa manna

Others

ଭୁଲିଗଲା

ଭୁଲିଗଲା

1 min
187

ନୂଆକୁ ପାଇ ପୁରୁଣାକୁ ଭୁଲି ଯାଏ ଯିଏ

ବୁଝିପାରିବ କି ଦିନେ ସିଏ

 ସମ୍ପର୍କର ମୂଲ୍ୟକୁ

ବୁଝିଲା ବେଳକୁ

ସମୟ ଚାଲିଯାଇଥିବ ଦିନେ  


ଫେରିବାକୁ ଇଛା କରି

ପାରିବନି ଫେରି

ପାଇ ବାକୁ ଇଛା କରି

ପାଇବନି ଖୋଜି


ବିତିଥିବା ସ୍ମୃତି କି

ପାସୋରି ଗଲା

ଦେଇଥିବା ପ୍ରତିଶ୍ରୁତି

ଭୁଲି ଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna