STORYMIRROR

Susanta Dash

Others

2  

Susanta Dash

Others

ଭୁଲ

ଭୁଲ

1 min
13.6K


ଅନ୍ୟକୁ ନିଜର ଭାବିବା

ବଡ ଭୁଲ

ତମକୁ ନିଜର ଭାବିବା

ତା ଠାରୁ ବଡ ଭୁଲ

ନିଜକୁ ନିଜର ଭାବିବା

ଜୀବନର ସବୁଠାରୁ ବଡ ଭୁଲ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍