Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Singh

Abstract Romance Others

3  

Gayatri Singh

Abstract Romance Others

ଭିଜା ଭିଜା ସ୍ମୃତି

ଭିଜା ଭିଜା ସ୍ମୃତି

1 min
217



ତୁମ ସ୍ମୃତିକୁ ଭୁଲାଇବା ପାଇଁ 

      ଚିଠି ସବୁ ଚିରିଦେବା ପରେ

କିଛି ଟୁକୁଡ଼ା ତଥାପି ରହିଯାଏ 

      ମୋ ଡାଏରୀ ପୃଷ୍ଠାରେ ।

ଭିଡ ଭିତରେ ବି ତୁମ ମୁହଁ ଦିନେ 

       ଲାଗୁଥିଲା ଆପଣାର 

ମିଛ ପସରାରେ ପ୍ରତିଶ୍ରୁତି ଦେଇ    

       କରିଗଲ ସାତପର ।  

ସେ ଅଦେଖା ଯନ୍ତ୍ରଣା ସେ ଅଲେଖା ଅକ୍ଷର 

       ତୁମ ପାଇଁ ଯଦି ଥିଲା ଅର୍ଥହୀନ

ଥରେ ଖାଲି ଦେଖିଯାଅ ତମକୁ ଭରସା କରି 

        ମୋର କେମିତି ବିତୁଛି ଦିନ । 

        


Rate this content
Log in