STORYMIRROR

Sanatan Das

Others

3  

Sanatan Das

Others

ବାସ୍ ଏମିତି

ବାସ୍ ଏମିତି

1 min
388

ମୁଁ ଶ୍ରାବଣ ନୁହେଁ,  

କାହାର ପ୍ରେୟସୀ ପାଇଁ,...

କଳା ମେଘକୁ ଆମନ୍ତ୍ରଣ କରିବି..

ମେଘୁଆ ଆକାଶରେ ବିଜୁଳିର କଲମ ଧରି

ପ୍ରୀତି ପ୍ରଣୟରେ ଅନ୍ୟମନସ୍କ ହୋଇ

ଧାଡ଼ି ଧାଡ଼ି ଜଳ ବିନ୍ଦୁରେ

କବିତା ଲେଖିବି.....।


ବାସ୍ ଏମିତି..... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍