STORYMIRROR

Panchanan Jena

Others

3  

Panchanan Jena

Others

ବାଣୀ ସଂଯମ

ବାଣୀ ସଂଯମ

1 min
11.7K

ପ୍ରଶଂସାରେ ତୁ ଯାଆନା ତରଳି

ଆଲୋଚନାରେ ତୁ ଯାଆନା ଜଳି

ନିସ୍ୱାର୍ଥ ଭାବରେ ତୁ କର୍ମ କରି 

ତୁ କର୍ମବୀର !

ତୁ ବାକ୍ୟ ବୀର !

ଏହି ଧରାରେ

ଏପରି ଧାରାରେ

ସର୍ବଧାରାର ଧାର ବହେ ନିରନ୍ତର ।

ପାଣି ସୀମା ଟପିଗଲେ ବିନାସ

ବାଣୀ ସୀମା ଟପିଗଲେ ସର୍ବନାସ

ତେଣୁ ଭଉଣୀ- ଭାଇ ମାନେ 

ବାଣୀ ସଂଯମ ସର୍ବଦା ହେଜ ।

ହସି କହିଲେ ଅମୃତ ଝରେ

ରାଗି କହିଲେ ବିଷ ସଂଚ଼ରେ

କଡ଼ା ଭାଷାରେ କଟୁ ଭାଷଣ

ଅଲିଦ୍ଭା କ୍ଷତ ସୃଷ୍ଟି କାରଣ ।

ମଧୁର ଭାଷଣ ମଧୁର ସମ୍ଭାଷଣ

ମର୍ତ୍ତେ ନନ୍ଦନ ବନର ଶୋଦ୍ଭା ବର୍ଦ୍ଧନ

ବଚନେ ଦରିଦ୍ର ଯେଉଁ ନରନାରୀ

ଦୁଃଖ ଚାଲଇ ଜୀବନ ତରୀ ।

ବାଣୀ ସଂଯମ ସର୍ବଦା ହେଜ

ସୁବାସିତ ହେଉ ମୁଖର ବିଜ ।


Rate this content
Log in