STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ଅତିଥି

ଅତିଥି

1 min
403

ନୂଆ ବରଷ

ଦୁଇ ହଜାର ଉଣେଇଶ

ନୂଆ ଅତିଥି

କ୍ୟାଲେଣ୍ତର ବଦଳିବାର ଚିତ୍ର ।

ଖୁସିର କାକର ନିଶ୍ଚୟ

ନୂଆ ହେବାର

ଗୀତିମୟ ହେବାର ।

ବଦଳିବ କିଛି

ବଦଳେଇବାକୁ

ଚେଷ୍ଟା କରୋବାର

ବରଷ ହେଉ

ଦୁଇ ହଜାର ଉଣେଇଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍