STORYMIRROR
ଅଂଧାର...
ଅଂଧାର ରାତି ର ଆଲୁଅ
ଅଂଧାର ରାତି ର ଆଲୁଅ
ଅଂଧାର ରାତି ର ଆଲୁଅ
ପ୍ରେମ_ଜୀବନ ବଗିଚାର
ଅମଳିନ ଫୁଲ
ସପନର ରଂଗରେ ରଂଗାୟିତ
ଦାହ ନୁହେଁ
ଦେହ ନୁହେଁ
କେବଳ ହୃଦୟର ସହ
ହୃଦୟର
ଖେଳ ॥
ଅନୁଭବିଚି :ପ୍ରେମ
ଦୁଇଟି ହୃଦୟର
ଶାଶ୍ୱତ ବଂଧନ ॥
. _________
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Prafulla Chandra padhi
Download StoryMirror App