STORYMIRROR

Ramesh Chandra Jena

Others

3  

Ramesh Chandra Jena

Others

ଅଦ୍ବିତୀୟା

ଅଦ୍ବିତୀୟା

1 min
324


ତୋ ଓଠ ଚୁମ୍ବନେ କମ୍ପେ ଦେହ ମନ

ଖେଳେ ଶିହରଣ ହୃଦୟ କୋଳେ

ତୋ ତନୁ କିମିଆଁ ଅଲିଭା ସେ ନିଆଁ

ମିଳନର ଆଶା ଗୋପନେ ଭାଳେ ।।

ବୁଝିହୁଏ ସିନା ବୁଝାଇ ହୁଏନା

ସ୍ବର୍ଗ ପାରିଜାତ ତୋ ପାଖେ ହୀନ

କେଉଁ ରଙ୍ଗତୂଳୀ କିଏ ଦେଲା ବୋଳି

ତୁ 'ମୋ' ଅଦ୍ବିତୀୟା ସ୍ରଷ୍ଟାଙ୍କ ଦାନ ।।


Rate this content
Log in