STORYMIRROR

Ramesh Chandra Jena

Others

3  

Ramesh Chandra Jena

Others

ଅଦ୍ବିତୀୟା

ଅଦ୍ବିତୀୟା

1 min
127


ତୋ ଓଠ ଚୁମ୍ବନେ କମ୍ପେ ଦେହ ମନ

ଖେଳେ ଶିହରଣ ହୃଦୟ କୋଳେ

ତୋ ତନୁ କିମିଆଁ ଅଲିଭା ସେ ନିଆଁ

ମିଳନର ଆଶା ଗୋପନେ ଭାଳେ ।।

ବୁଝିହୁଏ ସିନା ବୁଝାଇ ହୁଏନା

ସ୍ବର୍ଗ ପାରିଜାତ ତୋ ପାଖେ ହୀନ

କେଉଁ ରଙ୍ଗତୂଳୀ କିଏ ଦେଲା ବୋଳି

ତୁ 'ମୋ' ଅଦ୍ବିତୀୟା ସ୍ରଷ୍ଟାଙ୍କ ଦାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍