ଅବରୋଧ
ଅବରୋଧ
1 min
13.5K
କେତେ କଠିନରୁ କଠିନତମ ଅବରୋଧ
ଛାଡି ଯାଉଥିବା ଜୀବନ ପାଇଁ,
କିଏ ବା କାହାକୁ ଅବରୋଧ କରିପାରେ
ଜୀବନର ସତ୍ୟତା ପାଇଁ...।
