STORYMIRROR

Prafulla Chandra padhi

Others

2  

Prafulla Chandra padhi

Others

ଅବିଶ୍ୱାସ

ଅବିଶ୍ୱାସ

1 min
109

ଜୀବନକୁ ସୁରଭିତ କରିବା ପାଇଁ

ତମ ଅନୁପସ୍ଥିତରେ

କେବଳ ତମ ନିନ୍ଦା କରୁଥିବା

ଲୋକଂକୁ

ବିଶ୍ୱାସ କର ନାଇଁ ॥

ସେମାନେ ଜାଣି ଜାଣି ମଧ୍ୟ

ତମକୁ ସହଯୋଗ କରନ୍ତିନି

ଯେହେତୁ : ତମର ସଫଳ

ସେମାନେ ଚାହାନ୍ତିନି ॥



Rate this content
Log in