STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ଅଭୁଲା ମୁହୂର୍ତ୍ତ

ଅଭୁଲା ମୁହୂର୍ତ୍ତ

1 min
302

ଲୁହ କେବଳ

ଦୁଃଖରେ ନୁହେଁ

ଖୁସିରେ ମଧ୍ୟ _

ଏହା ପୁରୁଣା କଥା ॥

ଅଶ୍ରୁ ସହିତ

ହସି ଥିବା

ଗୋଟିଏ ଦିନ

ମୋ ଗୀତିକାର ଜୀବନରେ

ମୋର ପ୍ରଥମ ଭଜନ

ଆଲ଼ବମ଼ର

ଉନ୍ମୋଚନ ସମୟରେ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍