STORYMIRROR
ଆଶ୍ରା
ଆଶ୍ରା
ଆଶ୍ରା
ଆଶ୍ରା
ମୋ ବାପା__
ମୋ ସକଳ କୁଟୁଂବ
ମୋର ଆଦ୍ୟ ଲେଖା ପାଇଁ
ସାହସ ଦେବାର
ବଳିଷ୍ଠ ମାଧ୍ୟମ __
ମୁଁ ଆଜି ସାହିତ୍ୟ ଜଗତରେ
ଯେଉଁ ଜାଗାରେ __
ପ୍ରଥମ ଶ୍ରେୟ ମୋ ବାପା
ଯିଏ ଏବେ ଦିବଂଗତ
ମୋ ହୃଦୟର କୋହ
ଏବେ ସାହିତ୍ୟ
ଅଦେଖା ଲୁହ
ବିନ୍ଦୁ ବିନ୍ଦୁ
ଶଦ୍ଦ !!!
______
More oriya poem from Prafulla Chandra padhi
Download StoryMirror App