STORYMIRROR
॥ଆସ ସବୁ॥
॥ଆସ ସବୁ॥
॥ଆସ ସବୁ॥
॥ଆସ ସବୁ॥
ମୁଁ କେଉଁ କାଳୁ
ଅଣ୍ଟା ସଳଖି ବାହାରିଚି ॥
ଜାଣେନା,ଆମେ ଆମ ଭିତ ରେ
ରହିବା ନା'
ଆମ ଭିତରେ
କେଉଁ ମାନେ ରହିବେ !
ସେ କାଳର ଚିତ଼୍ରକାର
ଏବେ ଶୁଭୁଚି
ଘାସ ପଡ଼ିଆରେ
ପଦ୍ମ ଫୁଟିଲା ପରି ।
ଆମର କିଛି
ଓଲଟେଇବାର
ଅଛି ନା' ନାଇଁ !
More oriya poem from Prafulla Chandra padhi
Download StoryMirror App