STORYMIRROR

ଇଚ୍ଚ୍ଛା କୁ...

ଇଚ୍ଚ୍ଛା କୁ ବଦଳେଇ ଦେଲେ ଯେ ବାଟ ସବୁ ବଦଳି ଯାଏନା ଚକ୍ରବ୍ଯୁହର ସପ୍ତରଥୀ ସେମିତି ହିଁ ଜଗି ବସିଥିବେ , ଅସମାପ୍ତ ଶୋଷକୁ ଯେ ଲୁଚେଇ ଦେଲେ ସ୍ମିତ ହସର ସୁନ୍ଦର ବାହାନାରେ ଦୁଃଖ ଉଭେଇ ଯାଏନା ସେମିତି ହିଁ ଋତୁ ମାନେ ଆସୁଥିବେ ||

By Kamlesh Patel
 124