STORYMIRROR

ବର୍ଷା ! ମୁଁ...

“ ବର୍ଷା ! ମୁଁ ଯଦି ଶଂକିତ ପଦଚାରଣର ତୀବ୍ରତାକୁ ଯେ ଥମାଇ ଦେଇ ଜିତି ଯିବାର ଆଶା ଟିଏ ରଖିପାରେଁ… ତେବେ ଶୁଣ , ଏବେ ହାରିଯିବାର ବାସ୍ତବତାକୁ ବି ସାମ୍ନା ଟିଏ କରି ନପାରେଁ ବୋଲି ଏ କଥା ତୁ ବୁଝିନାହୁଁ ବୋଲି କିଆଁ କହିବି.. ମୁଁ ତ ମପାଚୁପା ଦୁଇବୁନ୍ଦା ଲୁହକୁ ଢଳ ଢଳ କରି ଦେଉଥିବି... ”

By Basanti patel
 272


More english quote from Basanti patel
0 Likes   0 Comments

Similar english quote from Abstract