Basanti patel

5
Posts
0
Followers
1
Following

I'm Basanti and I love to read StoryMirror contents.

Share with friends
Earned badges
See all

ବର୍ଷା ! ମୁଁ ଯଦି ଶଂକିତ ପଦଚାରଣର ତୀବ୍ରତାକୁ ଯେ ଥମାଇ ଦେଇ ଜିତି ଯିବାର ଆଶା ଟିଏ ରଖିପାରେଁ… ତେବେ ଶୁଣ , ଏବେ ହାରିଯିବାର ବାସ୍ତବତାକୁ ବି ସାମ୍ନା ଟିଏ କରି ନପାରେଁ ବୋଲି ଏ କଥା ତୁ ବୁଝିନାହୁଁ ବୋଲି କିଆଁ କହିବି.. ମୁଁ ତ ମପାଚୁପା ଦୁଇବୁନ୍ଦା ଲୁହକୁ ଢଳ ଢଳ କରି ଦେଉଥିବି...

ମୋର ମନ ମଧୁବନେ କିଆ ଓ କେତକୀ ଫୁଟିଲେ ଉଠି , ଦୁଃଖ ଯମୁନା କାନ୍ଦେ ଲାଜେଇ ଲାଜେଇ ସ୍ମୃତିର ସୁରଭି ଗଲେକ ଛୁଟି |

ସ୍ମୃତି ନଈ ଧାରେ ନାଉରୀ ତୁ ମୋର ନାୟିକା ମୁଁ ସୁନାଗୋରୀ, ଗଲା ଦିନ କଥା ପରିକା ଆଜି ବି ମାରି ଦେ ଆହୁଲା ଯିବି ହସି ଆର ପାରି |

ସେ ଦିନ ଫଗୁଣକୁ କହିଥିଲି ବୋଲି ଅମଡା ବାଟର କଥା , ଆଜି ଶ୍ରାବଣର ବର୍ଷା ଆଉ ପଚ୍ ପଚ୍ କାଦୁଅରେ ବି ଝୁଣ୍ଟୁଛି ଧରି କିଛି ଅଂଧାର ଓ ନିରବତା ||

ମନର ମହକେ ବାସୁ ମହମହ ଏଇ ମୋ ହୃଦୟେ ସଦା , ବାଜେ ସାହାନାଇ ମୋ ମନ ମନ୍ଦିରେ ଶୁଣି ତୋର ମଧୁ କଥା ||


Feed

Library

Write

Notification
Profile