STORYMIRROR
ଆସ ଖେଳିବା...
ଆସ ଖେଳିବା...
ଆସ ଖେଳିବା...
“
ଆସ ଖେଳିବା କ୍ରିକେଟ ଆମେ,
ଭାରି ମଉଜିଆ କ୍ରୀଡାଟି ଇଏ,
ଭାରି କୌତୁକିଆ ଖେଳଟି ଇଏ,
ଖେଳିଲେ ସୁସ୍ଥ ରହିବ ଶରୀର,
କୌଣସି ରୋଗ ଦେହକୁ ନ ପଶିବ,
ଆସରେ ପିଲେ କ୍ରିକେଟ ଖେଳିବା ଆମେ ll
”
67
More english quote from Milly Pradhan
Similar english quote from Abstract
Download StoryMirror App