ଶବର ଶୀତଳ ମଶାଣି ଭୁଇଁରେ ମୁହିଁ ଖାଲି ଏକା ଏକା , ଚାରିଆଡ଼େ ମୋର ଶିଳା ଲିପି ଶିଳା ଲେଖା , ବ୍ୟର୍ଥ ଏ ଜୀବନ ନିଦର୍ଶନ ଏଠି ଦାୟ , ଭଙ୍ଗୀ ହାଡ଼ରୁ ଚାରୁ ସଙ୍ଗୀତ ଖୋଜି ଖୋଜି ନିରୁପାୟ।
ତୁମେ ସେହି ନୁହେଁ ତ ଯାହାକୁ ପାଇବା ପାଇଁ ମୁଁ ନିଇତି ମରି ମଧ୍ୟ ବଞ୍ଚିଛି। ତୁମେ ସେହି ନୁହେଁତ ଯାହାକୁ ପାଇବା ତୁମେ ସେହି ନୁହେଁ ତ ଯାହାକୁ ପାଇବା ପାଇଁ ମୁଁ ନିଇତି ମରି ମଧ୍ୟ ବଞ୍ଚିଛି। ତୁମେ ସେହି ନୁ...
ମୋ ମନ ଓ ଦେହକୁ ଅଥୟ କରୁଥିବା ଚେହେରା ଆଜି ମୋର କେବଳ ମୋର। ମୋ ମନ ଓ ଦେହକୁ ଅଥୟ କରୁଥିବା ଚେହେରା ଆଜି ମୋର କେବଳ ମୋର।