Abhisek Mohanty
Literary Lieutenant
3
Posts
0
Followers
1
Following

ଶବର ଶୀତଳ ମଶାଣି ଭୁଇଁରେ ମୁହିଁ ଖାଲି ଏକା ଏକା , ଚାରିଆଡ଼େ ମୋର ଶିଳା ଲିପି ଶିଳା ଲେଖା , ବ୍ୟର୍ଥ ଏ ଜୀବନ ନିଦର୍ଶନ ଏଠି ଦାୟ , ଭଙ୍ଗୀ ହାଡ଼ରୁ ଚାରୁ ସଙ୍ଗୀତ ଖୋଜି ଖୋଜି ନିରୁପାୟ।

Share with friends

Feed

Library

Write

Notification
Profile