କିଛି ଅକୁହା ସ୍ବପ୍ନର କାହାଣୀ ଧରି ଦୁଃଖର ଅସୀମିତ ଅନ୍ଧାରରେ ଶୂନସାନ ଜଙ୍ଗଲର ନିରବତାରେ ବରଷେଇ ଦିଏ ମୋ ସ୍ବପ୍ନର କଳା ମେଘି ବାଦଲକୁ ଏଇ କେଇ ଫର୍ଦ୍ଦର କାଗଜରେ, ସାଉଁଟି ନିଏ ସ୍ବପ୍ନକୁ ଯାହା କେବେ ବାସ୍ତବତାର ଅଧୀନରେ ହିଁ ନାହିଁ , ବାସ୍ତବତାର ମୋହରେ ହଜି ଚାଲିଛି ଜୀବନ ସ୍ବପ୍ନର ଆବେଗ ସାଉଁଟି ସାଉଁଟି ।
Share with friendsता उम्र तुझे कमाने में लगा दिया बाक़ी जो था मेरे हिस्से का ना रहा जिंदगी बड़ी बेरहम निकली कागज के ऊपर फुल रखा उसको कुचल के चला गया। - ©️Debasish Dikshit
ଜୀବନ ଡରାଏ ମୃତ୍ୟୁର ଛକରେ ସପନ ଡରାଏ ଲୋଭର ମାପରେ ବୁଡ଼ି ବୁଡ଼ି ଦିନ ମେଘକୁ ତ ଝୁରେ ମେଘ ଡରେ ରାତି ଲୁହର ବର୍ଷାରେ ଲହୁ ପିଇ କିଏ ଦାନବ ସାଜିଛି ପଦେ ପଦେ କାଳ ମୃତ୍ୟୁକୁ ଡାକିଛି କିଏ ଗଢେ କିଏ ଲୁଟେ ସେ ବଜାର ଯେଉଁ ବଜାରରେ ନିଜକୁ ବିକିଛି। - ଦେବାଶିଷ ଦିକ୍ଷୀତ
ମୁଁ ପ୍ରେମୀ ତୁମେ ପ୍ରେମିକା ହୋଇପାର, ମୁଁ ଆଶା ତୁମେ ଜିଇଁବାର ଶକ୍ତି ହୋଇପାର, ମୁଁ ସ୍ପର୍ଶ ତୁମେ ଅନୁଭବ ହୋଇପାର, ମୁଁ ଜୀବନ ତୁମେ ଅର୍ପଣ ହୋଇପାର, କିନ୍ତୁ ପ୍ରିୟେ! ମୁଁ... ମୁଁ ମୁଁ ତୁମକୁ ଦେଖି ତୁମେ ହୋଇଯିବି ? ତୁମେ ସେ ଦର୍ପଣ ନୁହଁ।

ତୁ..... ନିଚ୍ଛୁକ ପ୍ରେମର ଉଦାହରଣ ଅବିକଳ ସ୍ବପ୍ନର ତୋରଣ, ଆଖିରେ ଆଖିଏ ରାତିର ଆଡମ୍ବର ମୋ ଉଦାସୀନତାକୁ ଆଶ୍ୱସନା ଦେଉଥିବା ଶିହରଣ, ଲକ୍ଷେ ଶାମୁକାର ସମ୍ଭାର ମୋ ଅସୀମିତ ଆଶାର ବିହାର ଇଚ୍ଛା ସ୍ବପ୍ନକୁ ନେଇ ଅବା ଇଚ୍ଛାକୁ ନେଇ ସ୍ବପ୍ନ ତୁ ମୋ ଆଖିର ନୀତି ଦେଖୁଥିବା ନୂଆ ସଂସାର ।
ତୁମେ ମେଘ ଉଆସର ରାଣୀ ମୁଁ ଝୁରି ମରୁଥିବା ପ୍ରେମୀ ଚାହାଣି, ତୁମକୁ ଲୋଡ଼ା ଏ ଭସା ବାଦଲ ମୁଁ ଆକାଶ ଚାତକି ରହେ ତୁମେ ମନ କିଣି ନବ ଜାଣି। - ଦେବାଶିଷ ଦିକ୍ଷୀତ
ତୁମେ ମେଘ ଉଆସର ରାଣୀ ମୁଁ ଝୁରି ମରୁଥିବା ପ୍ରେମୀ ଚାହାଣି, ତୁମକୁ ଲୋଡ଼ା ଏ ଭସା ବାଦଲ ମୁଁ ଆକାଶ ଚାତକି ରହେ ତୁମେ ମନ କିଣି ନବ ଜାଣି। - ଦେବାଶିଷ ଦିକ୍ଷୀତ
By trampling on all possibilities By giving the address of impossibility, You gave some deep dreams, some memories to survive For this still I am saying I am loving you lovely I will missing you lovely. ©️ Debasish Dikshit