STORYMIRROR

ମୁଁ...

ମୁଁ ପ୍ରେମୀ ତୁମେ ପ୍ରେମିକା ହୋଇପାର, ମୁଁ ଆଶା ତୁମେ ଜିଇଁବାର ଶକ୍ତି ହୋଇପାର, ମୁଁ ସ୍ପର୍ଶ ତୁମେ ଅନୁଭବ ହୋଇପାର, ମୁଁ ଜୀବନ ତୁମେ ଅର୍ପଣ ହୋଇପାର, କିନ୍ତୁ ପ୍ରିୟେ! ମୁଁ... ମୁଁ ମୁଁ ତୁମକୁ ଦେଖି ତୁମେ ହୋଇଯିବି ? ତୁମେ ସେ ଦର୍ପଣ ନୁହଁ।

By Debasish Dikshit
 42


More oriya quote from Debasish Dikshit
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments