STORYMIRROR

ଜୀବନ ଡରାଏ...

“ ଜୀବନ ଡରାଏ ମୃତ୍ୟୁର ଛକରେ ସପନ ଡରାଏ ଲୋଭର ମାପରେ ବୁଡ଼ି ବୁଡ଼ି ଦିନ ମେଘକୁ ତ ଝୁରେ ମେଘ ଡରେ ରାତି ଲୁହର ବର୍ଷାରେ ଲହୁ ପିଇ କିଏ ଦାନବ ସାଜିଛି ପଦେ ପଦେ କାଳ ମୃତ୍ୟୁକୁ ଡାକିଛି କିଏ ଗଢେ କିଏ ଲୁଟେ ସେ ବଜାର ଯେଉଁ ବଜାରରେ ନିଜକୁ ବିକିଛି। - ଦେବାଶିଷ ଦିକ୍ଷୀତ ”

By Debasish Dikshit
 93


More oriya quote from Debasish Dikshit
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments