STORYMIRROR

ମୁଁ...

“ ମୁଁ ପ୍ରେମୀ ତୁମେ ପ୍ରେମିକା ହୋଇପାର, ମୁଁ ଆଶା ତୁମେ ଜିଇଁବାର ଶକ୍ତି ହୋଇପାର, ମୁଁ ସ୍ପର୍ଶ ତୁମେ ଅନୁଭବ ହୋଇପାର, ମୁଁ ଜୀବନ ତୁମେ ଅର୍ପଣ ହୋଇପାର, କିନ୍ତୁ ପ୍ରିୟେ! ମୁଁ... ମୁଁ ମୁଁ ତୁମକୁ ଦେଖି ତୁମେ ହୋଇଯିବି ? ତୁମେ ସେ ଦର୍ପଣ ନୁହଁ। ”

By Debasish Dikshit
 63


More oriya quote from Debasish Dikshit
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments