କିଛି ଅକୁହା ସ୍ବପ୍ନର କାହାଣୀ ଧରି ଦୁଃଖର ଅସୀମିତ ଅନ୍ଧାରରେ ଶୂନସାନ ଜଙ୍ଗଲର ନିରବତାରେ ବରଷେଇ ଦିଏ ମୋ ସ୍ବପ୍ନର କଳା ମେଘି ବାଦଲକୁ ଏଇ କେଇ ଫର୍ଦ୍ଦର କାଗଜରେ, ସାଉଁଟି ନିଏ ସ୍ବପ୍ନକୁ ଯାହା କେବେ ବାସ୍ତବତାର ଅଧୀନରେ ହିଁ ନାହିଁ , ବାସ୍ତବତାର ମୋହରେ ହଜି ଚାଲିଛି ଜୀବନ ସ୍ବପ୍ନର ଆବେଗ ସାଉଁଟି ସାଉଁଟି ।
Share with friends
No Audio contents submitted.