STORYMIRROR
ମୁଁ ରାତିର...
ମୁଁ ରାତିର...
ମୁଁ ରାତିର...
“
ମୁଁ ରାତିର ଅନ୍ଧାରରୁ ଗଢା ଏକ ନିଷ୍ପେସିତ କଳଙ୍କ
ତୁମେ ଫୁଟିବା ଅପେକ୍ଷାରେ ଥିବା ପୁଷ୍ପ,
ମୁଁ ଭୟ କରେ ରାତିକୁ ପାହିବାର
ତୁମେ ଅପେକ୍ଷାରେ ରବିଙ୍କର ପହିଲି ରଶ୍ମିକୁ।
©️ ଦେବାଶିଷ ଦିକ୍ଷୀତ
”
169
More oriya quote from Debasish Dikshit
Download StoryMirror App