None
ତୋର ସୂର୍ଯ୍ୟ ଚନ୍ଦ୍ର ପରି ଆଖି .. ମନକୁ ମୋ ମୋହି ନେଉଛି ତୋର ସୂର୍ଯ୍ୟ ଚନ୍ଦ୍ର ପରି ଆଖି .. ମନକୁ ମୋ ମୋହି ନେଉଛି
ସନ୍ଧ୍ୟା ବେଳେ ସେହି ମଳୟ ପବନେ , ଖୁସି ହୋଇଯାଏ ମନ , ମନ କଷ୍ଟ ସବୁ ଦୁରେ ଚାଲିଯାଏ ମିଳେ ମଳୟ ପବନ ସନ୍ଧ୍ୟା ବେଳେ ସେହି ମଳୟ ପବନେ , ଖୁସି ହୋଇଯାଏ ମନ , ମନ କଷ୍ଟ ସବୁ ଦୁରେ ଚାଲିଯାଏ ...
ଜୀବନ ଏ ମୋର ପଥର ସମାନ ନାହିଁ ତା'ର ବାଡ ବତା ।। ଜୀବନ ଏ ମୋର ପଥର ସମାନ ନାହିଁ ତା'ର ବାଡ ବତା ।।