Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Be A Poem: Poetry Writing Challenge

SEE WINNERS

Share with friends

ପରିଚୟ


କବିତା ହେଉଛି ମାନବର ଉତ୍ସାହ ଏବଂ କଳ୍ପନାର ଭାଷା । କବିତାର ପ୍ରତ୍ୟେକ ଶବ୍ଦ ନିଜ ଅପେକ୍ଷା ଅଧିକ ଅର୍ଥ ବହନ କରିପାରିବ ।


ଗତ ବର୍ଷ " କବିତା ହୁଅ " ( Be a poem )ର ସଫଳତା ପରେ, ଯେଉଁମାନେ ନିଜ ଭାଷାରେ ଶବ୍ଦ ସହିତ ନିଜର କଳ୍ପନାକୁ ପ୍ରକାଶ କରିବାକୁ ଇଚ୍ଛୁକ ସେମାନଙ୍କ ପାଇଁ ଷ୍ଟୋରୀମିରର୍ ଭାରତର ସର୍ବ ବୃହତ ତଥା ସ୍ୱତନ୍ତ୍ର ଅନଲାଇନ୍ କବିତା ପ୍ରତିଯୋଗିତାର ଏକ ଅନନ୍ୟ ଋତୁ ନେଇଆସିଛି । 


 ନିୟମ


୧ ) ଏହି ପ୍ରତିଯୋଗିତା କେବଳ କବିତା ପାଇଁ ।


୨ ) ଆପଣ ସନେଟ ବା ଚତୁର୍ଦ୍ଦଶ ପଦୀ କବିତା, ଲିମେରିକ୍ ବା ପାଞ୍ଚ ଧାଡ଼ି ବିଶିଷ୍ଟ ହାସ୍ୟ ଉଦ୍ଦୀପକ କବିତା , ହାଇକୁ, ବର୍ଣ୍ଣନାତ୍ମକ, ଏପିକ୍, କପ୍ଲେଟ୍ ବା ଦୁଇ ଧାଡ଼ି ବିଶିଷ୍ଟ ମିତ୍ରାକ୍ଷର ପଦ ଏବଂ ନିଜ ଇଚ୍ଛା ମୁତାବକ ଯେକୌଣସି ପ୍ରକାରର କବିତା ଲେଖିପାରିବେ ।


୩ ) ଆପଣଙ୍କର ନିଜର ପ୍ରିୟ କବିଙ୍କ ପାଇଁ ଆପଣଙ୍କ କବିତାକୁ ଉତ୍ସର୍ଗ କରିପାରିବ ।


୪ ) ପ୍ରତ୍ୟେକ ଭାଷାର ବିଜେତା ସମ୍ପାଦକୀୟ ସ୍କୋର, ପସନ୍ଦ ସଂଖ୍ୟା, କବିତା ଉପରେ ମନ୍ତବ୍ୟ ଏବଂ ମୂଲ୍ୟାୟନ ଆଧାରରେ ନିଷ୍ପତ୍ତି ନିଆଯିବ ।


୫ ) ଷ୍ଟୋରୀମିରରର ନିଷ୍ପତ୍ତି ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଚୂଡାନ୍ତ ଏବଂ ବାଧ୍ୟତାମୂଳକ ହେବ ।


୬ ) ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ କବିତା ଦାଖଲ କରିବା ଉଚିତ । ଦାଖଲ ହେବାକୁ ଥିବା କବିତା ସଂଖ୍ୟା ଉପରେ କୌଣସି ସୀମା ନାହିଁ ।


୭ ) କାହାଣୀ ଏବଂ ପ୍ରବନ୍ଧ / ପ୍ରବନ୍ଧ ଦାଖଲ ପାଇଁ ଅନୁମତି ନାହିଁ ।


୮ ) ଏହି ପ୍ରତିଯୋଗିତା ଅଧୀନରେ ଦାଖଲ ହୋଇଥିବା କବିତା ବିଲୋପ ହେବ ନାହିଁ ।



ପୁରସ୍କାର


୧ ) ପ୍ରତ୍ୟେକ ଭାଷାର ଶ୍ରେଷ୍ଠ ୩ ବିଜେତା ଷ୍ଟୋରୀମିରରରୁ INR 200 ଭାଉଚର ପାଇବେ ।


୨ ) ପ୍ରତ୍ୟେକ ଭାଷାର ଶ୍ରେଷ୍ଠ ୨୦ କବିତା ଷ୍ଟୋରୀମିରରରୁ ଏକ ସ୍ୱତନ୍ତ୍ର କବିତା ସଂସ୍କରଣ ଇ-ପୁସ୍ତକ ଭାବେ ପ୍ରକାଶିତ ହେବ ।


୩ ) ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।



ଯୋଗ୍ୟତା


ପ୍ରତିଯୋଗିତା ଅବଧି - ଜୁନ୍ ୧୦, ୨୦୨୦ ରୁ ଜୁଲାଇ ୧୦, ୨୦୨୦ 


ଫଳାଫଳ - ଜୁଲାଇ ୩୧, ୨୦୨୦


ଭାଷା : ସମସ୍ତ 


ବିଷୟବସ୍ତୁ ପ୍ରକାର : କବିତା